କେନ୍ଦ୍ରାପଡା ୮/୧୨: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଥେରାପି ସେବା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ମେଗା ଫିଜିଓଥେରାପି ଶିବିର ଅନୁଷ୍ଠିତ ହୋଇ…
Month: December 2025
ସେଣ୍ଟ ଯୋସେଫ୍ ସ୍କୁଲରେ ବାର୍ଷିକ ବାଣିଜ୍ୟ ମେଳା
କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ସେଣ୍ଟ ଯୋସେଫ୍ ସ୍କୁଲରେ ବାର୍ଷିକ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟର ଏସ୍.ଡି.ପି.ଓ ଜ୍ୟୋତି ରଞ୍ଜନ ଗୈାଡ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମୁଖ୍ୟ…
ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୮/୧୨- ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କାଡର) ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଆସନ୍ତା ୧୫ ଡିସେମ୍ବରରେ ହେବାକୁ ଥିବା ବିକ୍ଷୋଭ ଓ ଧାରଣାକୁ ସଫଳ କରିବା ଉଦ୍ଦେଶ୍ୟରେ ମହାକାଳପଡା ବ୍ଲକର କେୟାରବବାଙ୍କ ଠାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି…
ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ
କେନ୍ଦ୍ରାପଡା,୮ା୧୨: କେନ୍ଦ୍ରାପଡା ରୁଦ୍ରାଣୀ ପ୍ଲବିକ୍ ସ୍କୁଲରେ ବିଜ୍ଞାନ, ଚିତ୍ରାଙ୍କନ ଓ ହସ୍ତକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଜୟ କୁମାର ଆଚାର୍ଯ୍ୟ ରିଟାୟାଡ ତହସିଲଦାର ଏବଂ ସି. ଆର୍.ସିସି. ଜଝାଙ୍ଗ କ୍ଲଷ୍ଟରର ନିରୋଜା ନଳିନୀ ମହାନ୍ତି…
ସମ୍ବିଧାନ ଜନକ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା,୭ା୧୨: ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ସମ୍ବିଧାନର ଜନକ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପୁରୁଣା ମୋଟର ଷ୍ଟାଣ୍ଡ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…
ତୁଳସୀକ୍ଷେତ୍ର ପଣ୍ଡିତସଭାର ଷୋଡଶ ଅଧିବେଶନ
କେନ୍ଦ୍ରାପଡା,୭ା୧୨: ତୁଳସୀ କ୍ଷେତ୍ର ପଣ୍ଡିତ ସଭାର ଷୋଡଶ ଅଧିବେଶନ ପଣ୍ଡିତ ଭ୍ରମରବର ନନ୍ଦଙ୍କ ସଭାପତିତ୍ୱରେ ଇଚ୍ଛାପୁର ସ୍ଥିତ ଶ୍ରୀ ବଳଦେବଜୀୟୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପବିତ୍ର କାର୍ଯ୍ୟକ୍ରମରେ ବେଦପାଠ କରିଥିଲେ । ପଣ୍ଡିତ ହରେ କୃଷ୍ଣ ପତି,…
ଭଜପାର ମିଶ୍ରଣ ପର୍ବ ଓ ବନ୍ଧୁ ମିଳନ
କେନ୍ଦ୍ରାପଡା,୭ା୧୨: କେନ୍ଦ୍ରାପଡା ନୂଆ ବସ୍ଷ୍ଟାଣ୍ଡ ଠାରେ ଶୁକ୍ରବାର ତୁଳସୀ ବଜାର କମିଟି ଆନୁକୂଲ୍ୟରେ କେନ୍ଦ୍ରାପଡା ନଗର ଭଜପା ତରଫରୁ ମିଶ୍ରଣ ପର୍ବର ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆୟୋଜନ ମିଶ୍ରଣ ପର୍ବରେ ସହରର ବହୁ କଂଗ୍ରେସ ଓ ବିଜେଡି…
ଶିକ୍ଷକ ଗୋବର୍ଦ୍ଧନ ସ୍ୱାଇଁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ
କେନ୍ଦ୍ରାପଡା ୭/୧୨- କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାଲିଆ ସ୍ଥିତ ଗଛ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଆଦର୍ଶ ଶିକ୍ଷକ ଗୋବର୍ଦ୍ଧନ ସ୍ୱାଇଁଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି।…
ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ଗୁରୁଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
କେନ୍ଦ୍ରାପଡ଼ା ତା. ୭/୧୨: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ,ଭାରତୀୟ ଜନ ସଙ୍ଘ ଓ ଭାରତୀୟ ଜନତା ପାର୍ଟିର ରାଜନେତା, ପ୍ରବୀଣ ସାମ୍ବାଦିକ ତଥା ମହାକାଳପଡ଼ା ସହାବାଜପୁର ନିବାସୀ ସ୍ୱର୍ଗତଃ ଗୁରୁ ଚରଣ ଦାସଙ୍କ ଚତୁର୍ଦ୍ଦଶତମ ଶ୍ରାଦ୍ଧ ବାର୍ଷିକୀ ଓ ସମ୍ବର୍ଦ୍ଧନା…
ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ହୃଦଘାତରେ ଦେହାନ୍ତ
କେନ୍ଦ୍ରାପଡା ୭/୧୨: ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡା ଜିଲ୍ଲା ସଂଗଠନର ଅବସର ପ୍ରାପ୍ତ ପୂର୍ବତନ ସୈନିକ ଭେଟେରାନ ହାବିଲଦାର କୈଳାସ ଚନ୍ଦ୍ର ପ୍ରଧାନଙ୍କ ଗତ ଶନିବାର ଦିନ ଡାଳିଜି ଗ୍ରାମରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଶ୍ରୀ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା…
ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା
କେନ୍ଦ୍ରାପଡ଼ା,୬ା୧୨:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିଚାଳନା ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି…
ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ
ପଟ୍ଟାମୁଣ୍ଡାଇ ୬/୧୨ – ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସାଂସଦ ଖେଳ ମହୋତ୍ସବ ସଂଯୋଜକ ସୁନାକାର ବେହେରା, ପଟ୍ଟାମୁଣ୍ଡାଇ ଥାନା ଆଇଆଇସି…
ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ
ପଟ୍ଟାମୁଣ୍ଡାଇ ୬/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଉଷା ଦେବୀ କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧକ୍ଷା ସଲୀଳା ବାରିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭା ଅଧ୍ୟାପିକା କବିତା ରାଉତ, ଅଳକା ଦାସ,…
ବିପ୍ଲବୀ ନେତା ପାରେଶ୍ଵର ବିଶ୍ୱାଳ ଶ୍ରଦ୍ଧାଞ୍ଜଳି ସଭା
ପଟ୍ଟାମୁଣ୍ଡାଇ ତା ୬/୧୨- ପଟ୍ଟାମୁଣ୍ଡାଇ ଅଂଚଳର ବିପ୍ଲବୀ ନେତା ପାରେଶ୍ୱର ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ତଳବାଲିପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଆଡ଼ଭୋକେଟ ରାମକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜନମଞ୍ଚ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ପଟ୍ଟାମୁଣ୍ଡାଇ କଲେଜ…
କେନ୍ଦ୍ରାପଡ଼ା ହାଇସ୍କୁଲ ପରିସରରେ ସାଇବର ସଚେତନତା
କେନ୍ଦ୍ରାପଡ଼ା ୫/୧୨ – କେନ୍ଦ୍ରାପଡ଼ା ଟାଉନ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ମଦନ ମୋହନ କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାସ ଯୋଗ ଦେଇଥିଲେ । ପିଏମ ଶ୍ରୀ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବ୍ୟାଗଲେସ-୨୦୨୫/୨୬…
ଗଳ୍ପସଙ୍କଳନ ମୂକସଖୀ ଉନ୍ମୋଚିତ
କେନ୍ଦ୍ରାପଡା ୫/୧୨- ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଗଳ୍ପସଂକଳନ “ମୂକସଖୀ’ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା କରାଯାଇ ଗଳ୍ପସଙ୍କଳନଟିକୁ ଶ୍ରୀ ଜୀଉମାନଙ୍କୁ ଲାଗି କରାଯାଇଥିଲା । ପରେ ପରେ ଅବସରପ୍ରାପ୍ତ ଶିକ୍ଷକ ଗୁରୁ କାଙ୍ଗାଳି ଚରଣ ବାରିକ…
ପୁନର୍ବାସ ପକ୍ଷରୁ ସଫଳ ଜାତୀୟ ପାରା କ୍ରୀଡ଼ାବିତ୍ଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା ୪/୧୨- ଚଳିତ ୨୦୨୫ ମସିହାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଓଡ଼ିଶାର ପାରା କ୍ରୀଡ଼ାବିତ୍ମାନେ ଅଜସ୍ର ସଫଳତା ଅର୍ଜନ କରିଛନ୍ତି । ଓଡିଶା ଦଳ ଜାତୀୟ ହୁଇଲ୍ ଚେୟାର୍ ରଗ୍ବି ଚମ୍ପିୟାନ ହେବାଠାରୁ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ପୂର୍ବ…
କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବୃକ୍ଷ ରୋପଣ
କେନ୍ଦ୍ରାପଡ଼ା, ୪ା୧୨: କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଶିକ୍ଷା ଅଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, ସହ ମଣ୍ଡଳଶିକ୍ଷା ଅଧିକାରୀ ବଳଦେବ ପ୍ରସାଦ ଜେନା, ଶିକ୍ଷକ ସଂଘ ନେତା ମାନଭଞ୍ଜନ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି
କେନ୍ଦ୍ରାପଡ଼ା,୪ା୧୨:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ Batteries ଚୋରି ହୋଇଥିବା ଅଭିଯୋଗ ହୋଇଛି। Batteries ପେଟିରେ ପଶି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଗୃହରେ ରହିଥିଲା। କେହି ଦୁର୍ବୁତ ଏହାକୁ ଚୋରି କରିନେଇଛନ୍ତି। ତେବେ କେତେବେଳେ ଓ କିପରି ଏହା ଚୋରି ହେଲା ତାହାର ତଦନ୍ତ କରିବାକୁ…
ଚୋରାମଦ ଜବତ,୬ଗିରଫ
କେନ୍ଦ୍ରାପଡ଼ା,୩ା୧୨/ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ମାର୍ଶାଘାଇ, ପାଟକୁରା, ଡେରାବିଶ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୫୦ ଲିଟର ବିଦେଶୀ, ଦେଶୀ ଚୋରାମଦ ଜବତ କରାଯାଇ ୬ ଜଣଙ୍କୁ ଗିରଫ କାରାଯାଇ କୋର୍ଟ ଚାଲାଣ…
କ୍ରୀଡା ଶିକ୍ଷକ ବଙ୍ଗାଳି ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପଟ୍ଟାମୁଣ୍ଡାଇ ତା ୩/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ପଂଚାୟତ ହାଇସ୍କୁଲ ଓ ସିଦ୍ଧ ପରମହଂସ ଉପ୍ରା ସ୍କୁଲର ପୁରାତନ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ୱାରା ଆଦର୍ଶ କ୍ରୀଡ଼ା ଶିକ୍ଷକ ବଙ୍ଗାଳୀ ଚରଣ ମଲ୍ଲିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ…










